Tag Archives: Sunil grover speaks about the kapil sharmas new show

Archives

  • କପିଲ ଶର୍ମାଙ୍କ ନୂଆ ସୋ’ରେ ନଜର ଆସିପାରନ୍ତି ସୁନୀଲ

    ପୁଣି ଥରେ ଏକାଠି ହୋଇପାରନ୍ତି ଦୁଇ କମେଡିଆନ କପିଲ ଶର୍ମା ପୁଣି ଏବେ ଚର୍ଚ୍ଚାରେ । ନୂଆ ସୋ ‘ଫ୍ୟାମେଲି ଟାଇମ’କୁ ନେଇ ଚର୍ଚ୍ଚାରେ ଅଛନ୍ତି କପିଲ । ଏବେ ଶୁଣିବାକୁ ମିଳୁଛି କି ସୁନୀଲ ଗ୍ରୋଭର ପୁଣିଥରେ ସୋ’ରେ ଭାଗ ନେଇପାରନ୍ତି । କପିଲ ଶର୍ମାଙ୍କ କମେଡିରେ ଚାରଚାନ୍ଦ ଲଗାଉଥିବା ସୁନୀଲ ଗ୍ରୋଭର ଗଣମାଧ୍ୟମଙ୍କ ସହିତ କଥାବାର୍ତା ହେଉଥିଲା ବେଳେ କହିଛନ୍ତି କି, ...