Tag : super 30 box office collection

Entertainment

ରିଲିଜ ହେଲା ସୁପରଷ୍ଟାର୍ ରିତିକ ରୋଶନଙ୍କ ନୂଆ ସିନେମା ‘ସୁପର-୩୦’

Ratnamani Moharana
ବଲିଉଡ଼ ଅଭିନେତା ହ୍ରିତିକ୍‍ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ ଜାରି ରଖିଛି। ମୁକ୍ତିଲାଭର ପ୍ରଥମ ଦିନ ଶୁକ୍ରବାର ଚଳଚ୍ଚିତ୍ର ପ୍ରାୟ ୧୨ କୋଟି ଟଙ୍କା ଆୟ କରିଥିଲା।