ଅଯୋଧ୍ୟାର ବିବାଦୀୟ ମାମଲାର ଶୁଣାଣି : କହିଲେ ଏହା ହେଉଛି ସଂପୂର୍ଣ୍ଣ ରୂପେ ଜମି ବିବାଦ
ଅଯୋଧ୍ୟା ମାମଲା ହେଉଛି ସଂପୂର୍ଣ୍ଣ ରୂପେ ଜମି ବିବାଦ। ସୁପ୍ରିମକୋର୍ଟରେ ଗତକାଲି ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମୀ ମାମଲାର ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ମିଶ୍ର, ଜଷ୍ଟିସ ଅଶୋକ ଭୂଷଣ