News

ଆଜି ଠାରୁ ସୁପ୍ରିମକୋର୍ଟରେ ହେବ ଅଯୋଧ୍ୟା ବିବାଦୀୟ ଢ଼ାଞ୍ଚା ପ୍ରସଙ୍ଗରେ ନିୟମିତ ଶୁଣାଣି

ENO Beuro
ଆଜି ସୁପ୍ରିମକୋର୍ଟରେ  ଅଯୋଧ୍ୟା ମାମଲାର ଶୁଣାଣି ହେବ। ୨ ଟାରେ ହୋଇପାରେ ମାମଲାର ଶୁଣାଣି । କୋର୍ଟ କହିଛନ୍ତି ୭ବର୍ଷ ଧରି ବିଳମ୍ବିତ ଥିବା ଅଯୋଧ୍ୟା ମାମଲାକୁ ଆଉ ଟାଳି ହେବ ନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More