Tag Archives: Surat rape and murder case 3 accuse arrested

Archives

  • ସୁରଟ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା : ତିନି ଅଭିଯୁକ୍ତ ଗିରଫ

    ତିନି ଅଭିଯୁକ୍ତ ଗିରଫ ଗୁଜୁରାଟ ସୁରାଟରେ ଘଟିଥିବା ଜଣେ ୧୧ ବର୍ଷୀୟ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାରେ ଅହମ୍ମଦାବାଦ କ୍ରାମିମବ୍ରାଞ୍ଚ ଟିମକୁ ବଡ ସଫଳତା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ  ଗିରଫ କରାଯିବା ସହ ମୃତ ଦେହ ଫିଙ୍ଗିବାରେ ବ୍ୟବହୃତ କାରକୁ ଜବତ କରାଯାଇଛି । ଗୁଜରାଟ ପୋଲିସ ଓ ଅହମ୍ମଦାବାଦ କ୍ରାଇମବ୍ରାଂଚର ପ୍ରାୟ ୪ଶହ ...