Tag Archives: surrogate mother

Archives

  • ପୁଣିଥରେ ମା’ ହେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

    ବଲୀଉଡ ର ଶ୍ରେଷ୍ଟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ମା’ ହେବେ । ଏହା ଶୁଣିଲା ପରେ ଆପଣ ଆଶର୍ଯ୍ୟ ହୋଇଗଲେ ନା । କିନ୍ତୁ ସେ ରିଅଲ ଲାଇଫରେ ମା’ହେବାକୁ ଯାଉ ନାହାନ୍ତି ବରଂ ରିଲ ଲାଇଫରେ ମା’ ହେବାକୁ ଯାଉଛନ୍ତି । ଖବର ଅନୁସାରେ, ଐଶଙ୍କୁ ଗୋଟେ ନୂଆ ଫିଲ୍ମର ଅଫର ମିଳିଛି, ଯେଉଁଥିରେ ଐଶ୍ୱର୍ଯ୍ୟା ଏକ ସରୋଗେସୀ ମା ଭୂମିକାରେ ନଜର ଆସିପାରନ୍ତି । ...