Tag : sweet

HOROSCOPES

ରାଶି ଅନୁସାରେ କଣ ଦାନ କଲେ ଅଶୁଭ ହୋଇଥାଏ ଜାଣନ୍ତୁ

ENO Beuro
ଦାନ ଭଳି ପୁଣ୍ୟ କାର୍ଯ୍ୟ ଦୁନିଆରେ ଆଉ କିଛି ନାହିଁ। ତେବେ ଶାସ୍ତ୍ର ଅନୁସାରେ ଦାନ ଦେବାର କିଛି ନିୟମ ରହିଛି। ଅର୍ଥାତ୍‌ ପ୍ରତ୍ୟେକ ବ୍ୟକ୍ତି ସବୁ ପ୍ରକାର ଜିନିଷ ଦାନ କରିପାରିବେ ନାହିଁ।