• Home
  • symtomps of brain tumuor
LIFESTYLE

ବ୍ରେନ୍ ଟ୍ୟୁମର ପାଇଁ ହୋଇପାରେ ହୃଦ୍ ଘାତ ! ଜାଣନ୍ତୁ ଏହାର ଲକ୍ଷଣ

Krishna Kumar Manoj
ଆଜିକାଲି ଯୁବପିଢିଙ୍କର ସାଧାରଣ ସମସ୍ୟା ହେଉଛି ମୁଣ୍ଡବିନ୍ଧା। ଯଦି ଆପଣଙ୍କର ସବୁବେଳେ ମୁଣ୍ଡ ବିନ୍ଧୁଛି ତେବେ ସାବଧାନ ହେଇଯାଆନ୍ତୁ। କାରଣ ଏପରି ହେବାଦ୍ୱାରା ଆପଣଙ୍କୁ ବ୍ରେନ୍ ଟ୍ୟୁମରରେ ଶିକାର ହେବାର ଆଶଙ୍କା ରହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More