Loading...

ତାଲିବାନ ଶାସକଙ୍କ ବିରୋଧରେ ଆରମ୍ଭ ହେଲା ବିଦ୍ରୋହ

ତାଲିବାନ ଶାସକଙ୍କ ବିରୋଧରେ ଆରମ୍ଭ ହେଲା ବିଦ୍ରୋହ

ଆଫଗାନିସ୍ତାନରେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଉଠିଲା ସ୍ୱର। ମହିଳାଙ୍କ ବିରୋଧରେ ଅତ୍ୟାଚାର ଏବଂ ସେମାନଙ୍କ ଅଧିକାରକୁ ବଞ୍ଚିତ କରି ଆସୁଥିବା ମୌଳବାଦୀ ତାଲିବାନ ଶାସକଙ୍କ ବିରୋଧରେ ଆରମ୍ଭ ହୋଇଛି ବିଦ୍ରୋହ।

ତାଲିବାନ ଶାସନରେ ପ୍ରଥମ ଫାଶୀ, ସର୍ବସାଧାରଣରେ ଦୋଷୀକୁ ମୃତ୍ୟୁ ଦଣ୍ଡ

ତାଲିବାନ ଶାସନରେ ପ୍ରଥମ ଫାଶୀ, ସର୍ବସାଧାରଣରେ ଦୋଷୀକୁ ମୃତ୍ୟୁ ଦଣ୍ଡ

ଆଫଗାନସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ଆଶଙ୍କା କରାଯାଉଥିବା ଅତ୍ୟାଚାର ଏବେ ଆରମ୍ଭ ହୋଇଯାଇଛି । ଶାସନ ଦଖଲ କରିବା ପରେ ତାଲିବାନମାନେ ଯେଉଁ ପ୍ରଜା ମଙ୍ଗଳ ଶାସନର ଘୋଷଣା କରିଥିଲେ ।

ଦେଶରେ ଆର୍ଥିକ ସ୍ଥିତି ସୁଧାରିବାକୁ ଭାରତର ସହଯୋଗ ଚାହୁଁଛି ତାଲିବାନ

ଦେଶରେ ଆର୍ଥିକ ସ୍ଥିତି ସୁଧାରିବାକୁ ଭାରତର ସହଯୋଗ ଚାହୁଁଛି ତାଲିବାନ

ଦେଶରେ ଆର୍ଥିକ ସ୍ଥିତି ସୁଧାରିବାକୁ ଭାରତର ସହଯୋଗ ଚାହୁଁଛି ତାଲିବାନ। ଭାରତ ଆଫଗାନିସ୍ତାନରେ ପୁଞ୍ଜି ନିବେଶ କରୁ ଏଥିପାଇଁ କାବୁଲରେ ଥିବା ଭାରତୀୟ ଦୂତାବାସକୁ ଭେଟି ଅନୁରୋଧ କରିଛନ୍ତି ତାଲିବାନ ସରକାର। ରବିବାର ‘ଦି ହିନ୍ଦୁ’ କୁ ସାକ୍ଷାତ୍‌କାର ଦେଇ ଏପରି କହିଛନ୍ତି ତାଲିବାନ ରାଜନୀତ କାର୍ଯ୍ୟାଳୟ ମୁଖ୍ୟ ସୁହେଲ ଶାହୀନ।

କେନାଲରେ ଢଳାଗଲା ୩୦୦୦ ଲିଟର ମଦ ଢାଳିଦେଲା ତାଲିବାନ

କେନାଲରେ ଢଳାଗଲା ୩୦୦୦ ଲିଟର ମଦ ଢାଳିଦେଲା ତାଲିବାନ

ଅଫିମ ଚାଷ ​​ଉପରେ ପ୍ରତିବନ୍ଧକ ଲଗାଇବା ପରେ ତାଲିବାନ ଦେଶରେ ନିଶା ଦ୍ରବ୍ୟ ଉପରେ ଆଉ ଏକ ରୋକ ଲଗାଇଛି । ରାଜଧାନୀ କାବୁଲର ଡ୍ରେନ୍‌ରେ ଆଫଗାନିସ୍ତାନ ଗୁପ୍ତଚର ଏଜେଣ୍ଟମାନେ ପ୍ରାୟ ୩ ହଜାର ଲିଟର ମଦ ଫିଙ୍ଗିଦେଇଛନ୍ତି ।

ପୁରୁଣା ସରକାରୀ କର୍ମଚାରୀଙ୍କ ଶରଣରେ ତାଲିବାନ

ପୁରୁଣା ସରକାରୀ କର୍ମଚାରୀଙ୍କ ଶରଣରେ ତାଲିବାନ

ଅନେକ ସଂଘର୍ଷ ଏବଂ ଅନେକ ଲୋକଙ୍କ ରକ୍ତ ବହିବା ପରେ ନିଜର ସରକାର ଗଠନ କରି ଆଫଗାନିସ୍ତାନକୁ ନୂଆ ରୂପ ଦେବ ବୋଲି ଦବାି କରିଥିଲା ତାଲିବାନ। ହେଲେ ମାତ୍ର କିଛି ମାସ ପରେ ଏବେ ତାଲିବାନ ହାତ ଟେକିଦେଇଥିବା ଜଣାପଡ଼ିଛି।