Loading...

ଆଫଗାନିସ୍ତାନର ଅଫିମ ଚାଷ ଉପରେ ରୋକ ଲଗାଇଲା ତାଲିବାନ

ଆଫଗାନିସ୍ତାନର ଅଫିମ ଚାଷ ଉପରେ ରୋକ ଲଗାଇଲା ତାଲିବାନ

ତାଲିବାନ ନେତା ହୈବତୁଲ୍ଲାହ ଅଖୁନ୍ଦଜାଦା ରବିବାର ଜାରି ଏକ ଆଦେଶରେ ଆଫଗାନିସ୍ତାନରେ ଅଫିମ ପୋସ୍ତ ଓ ଅଫିମ ବ୍ୟବସାୟ ନିଷିଦ୍ଧ କରିଦେଇଛନ୍ତି।