Loading...

ତପସ୍ୱିନୀଙ୍କ ଗୃହ ପ୍ରବେଶ ପରେ ଅଧ ରାତ୍ରିରେ ଘର ଛାଡ଼ିଲେ ଶ୍ୱଶୁର

ତପସ୍ୱିନୀଙ୍କ ଗୃହ ପ୍ରବେଶ ପରେ ଅଧ ରାତ୍ରିରେ ଘର ଛାଡ଼ିଲେ ଶ୍ୱଶୁର

ତପସ୍ୱିନୀଙ୍କ ଏଣ୍ଟ୍ରି, ଶ୍ୱଶୁରଙ୍କ ଏକ୍‌ଜିଟ୍‌। ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତପସ୍ୱିନୀ ଦାଶ- ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼ ଆସିଛି।