Tag : Tapu Mishra

Entertainment

୧୨ରେ ବିବାହ କରିବେ ଓଲିଊଡ଼ କଣ୍ଠଶିଳ୍ପୀ ତପୁ ମିଶ୍ର

ENO Beuro
ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଊଡ଼ କଣ୍ଠଶିଳ୍ପୀ ତପୁ ମିଶ୍ର। ଆସନ୍ତା ୧୨ ତାରିଖରେ ତାଙ୍କର ଶୁଭ ପରିଣୟ। ନଭେମ୍ବର ୯ରେ ଅଭିନେତା ଦୀପକ ପୂଜାହାରୀଙ୍କ ସହ ତପୁଙ୍କ ନିର୍ବନ୍ଧ ହୋଇଛି।