Loading...

ସ୍କୁଲରେ ପଡ଼ିଛି ତାଲା, ରାଜରାସ୍ତାରେ ଶିକ୍ଷକ

ସ୍କୁଲରେ ପଡ଼ିଛି ତାଲା, ରାଜରାସ୍ତାରେ ଶିକ୍ଷକ

ସ୍କୁଲରେ ପଡ଼ିଛି ତାଲା। ପିଲାମାନେ ସକାଳୁ ସକାଳୁ ବିଦ୍ୟାଳୟ ଆସି ଫେରିଯାଇଛନ୍ତି। କାରଣ ନା ସ୍କୁଲରେ ପାଠପଢା ହେବ ନା ମିଳିବ ମଧ୍ୟାହ୍ନ ଭୋଜନ। ଗତ ୪ ଦିନ‌ ହେଲା ରାଜ୍ୟର ସମସ୍ତ ସ୍କୁଲରେ ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳୁଛି। ଏହାର କାରଣ ଶିକ୍ଷକ ମାନଙ୍କର ସାମୁହିକ ଛୁଟି।