କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଖୋଲିବ ନାଇଟ ଟେଣ୍ଟ ହାଉସ ଉପକୃତ ହେବେ ରୋଗୀ ଓ ସମ୍ପର୍କୀୟ
ସୋ ଆମ ଆଇ ଫାଉଣ୍ଡେସନ ଓ ସ୍ୱୟମ୍ଭୁ ସୋସିଆଲ୍ ଫାଉଣ୍ଡେସନ୍ ପକ୍ଷରୁ କଟକ ଭୁବନେଶ୍ୱର କମିସନରେଟ୍ ପୁଲିସ୍ ସହଯୋଗରେ ଡିସେମ୍ବର ପହିଲାରୁ ‘ସୋ ଆମ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ’ ସେବା ତଥା ଟେଣ୍ଟ୍ ନାଇଟ୍ ଆଶ୍ରୟସ୍ଥଳୀ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ପରିସରରେ ଆରମ୍ଭ ହେବ।