News

ଜାମୁକାଶ୍ମୀର:ଏନ୍‌କାଉଣ୍ଟରରେ ୪ ଅାତଙ୍କବାଦୀ ନିହତ

ENO Beuro
ଜମ୍ମୁ-କଶ୍ମୀର ସୋଫିଆ ଜିଲ୍ଲାରେ ମଙ୍ଗଳବାର ସୁରକ୍ଷାବଳ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଯବାନ ଶହୀଦ୍‌ ହୋଇଥିବାବେଳେ ୩ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସାଲାଗି ସ୍ଥାନୀୟ
News

ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍‌,୨ସୁରକ୍ଷାକର୍ମୀ ସହିଦ

ENO Beuro
ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ଗଣମାଧ୍ୟମ ଉପରେ ହମଲା କରିଛନ୍ତି ନକ୍ସଲ । ଦାନ୍ତେୱାଡ଼ା ଜିଲ୍ଲାର ଆରନପୁର ନିକଟରେ ଏହି ଘଟଣା ଘଟିଛି । ଏହି ଆକ୍ରମଣରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍‌ ଏବଂ ଦୁଇ ଜଣ
News

ଆନ୍ଧ୍ର-ଓଡିଶା ମିଳିତ ରଣନୀତି: ମାଓ କ୍ୟାମ୍ପ ଧ୍ଵଂସ ଯୋଜନା ପ୍ରସ୍ତୁତ

ENO Beuro
ଆନ୍ଧ୍ର-ଓଡିଶା ସୀମାରେ ମାଓବାଦି କିଛି ଦିନ ତଳେ ଘଟାଇଥିଲେ ବର୍ବରକାଣ୍ଡ। ଆନ୍ଧ୍ର-ଓଡିଶା ସୀମାରେ ମାଓବାଦୀ ଦମନ ନେଇ ରାଜଧାନୀରେ ଦୁଇ ରାଜ୍ୟର ପୁଲିସ ମୁଖ୍ୟଙ୍କ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଅପରାହ୍ଣରେ
News

ଅନୁପ୍ରବେଶ ଉଦ୍ୟମ ପଣ୍ଡ,ଆଉ ୫ ଆତଙ୍କୀ ନିହତ

ENO Beuro
ଆତଙ୍କବାଦୀଙ୍କ ବିରୋଧରେ ଅଲଆଉଟ୍‍ ଅଭିଯାନ କ୍ରମେ ଭାରତୀୟ ସେନା ୨୪ ଘଣ୍ଟା ମଧ୍ୟରେ ୫ ଆତଙ୍କବାଦୀଙ୍କୁ ନିପାତ କରିଛି। ସେନା ପକ୍ଷରୁ କୁପୱାଡା ଜିଲ୍ଲାର ଏଲ୍‌ଓସିଠାରେ ଚାଲିଥିବା ଅପରେସନ୍‌ ବେଳେ ୫ଜଣ ଆତଙ୍କବାଦୀ ନିହତ
News POLITICALS

୨ ରାଜନେତାଙ୍କୁ ନକ୍ସଲଙ୍କ ହତ୍ୟା,ହାତ ବାନ୍ଧି ଜଙ୍ଗଲକୁ ନେଇ ଗୁଳି କଲେ

ENO Beuro
ଆନ୍ଧ୍ର ଓଡ଼ିଶା ସୀମାରେ ବିଧାୟକ ଓ ପୂର୍ବତନ ବିଧାୟକ ନିହତ ଆନ୍ଧ୍ର ଓଡ଼ିଶା ସୀମାରେ ମାଓବାଦୀ ଘଟାଇଛନ୍ତି ବର୍ବରକାଣ୍ଡ। ଟିଡିପି ବିଧାୟକ କିଦାରି ସର୍ବେଶ୍ବର ରାଓ ଏବଂ ପୂର୍ବତନ ବିଧାୟକ ଶିବେରି ସୋମାଙ୍କୁ ନକ୍ସଲମାନେ
News

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

ENO Beuro
ଜାମ୍ମୁ କାଶ୍ମୀର ସୋଫିଆରେ ୩ ଜଣ ପୋଲିସ କର୍ମଚାରୀ (ଏସପିଓ)ଙ୍କ ସମେତ ୪ ଜଣ ଲୋକଙ୍କୁ ଅପହରଣ କରାଯାଇଥିଲା । ଅପହରଣ ପରେ ୩ ପୋଲିସ କମର୍ଚାରୀଙ୍କୁ ହତ୍ୟା କରାଯାଇଥିଲା ସୂଚନା ମିଳିଛି ।
News

ଜମ୍ମୁ କାଶ୍ମୀର ର ବାରମୁଲାରେ ଆତଙ୍କବାଦୀ ଙ୍କ ଆକ୍ରମଣ, ୪ ପୋଲିସ ସହିଦ,୨ ଗୁରୁତର ଆହତ

ENO Beuro
ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ।  ଆତଙ୍କବାଦୀମାନଙ୍କ ଦ୍ୱାରା ଜମ୍ମୁ ଓ କଶ୍ମୀର ବାରମୂଳା ଜିଲ୍ଲାର ସପୋର ଠାରେ ଖଞ୍ଜାଯାଇଥିିବା ଏକ ଇମ୍ପ୍ରୋଭାଇଜଡ୍‌ ଏକ୍ସ୍‍ପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣରେ ୪ ଜଣ ପୁଲିସ ପ୍ରାଣ ହରାଇଛନ୍ତି। ମୃତ୍ୟୁବରଣ କରିଥିବା ୪

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More