Loading...

ଶହେ କୋଟି କ୍ଲବରେ ‘ଦ କେରଲା ଷ୍ଟୋରି’

ଶହେ କୋଟି କ୍ଲବରେ ‘ଦ କେରଲା ଷ୍ଟୋରି’

ଅଦା ଶର୍ମାଙ୍କ ଅଭିନୀତ ‘ଦ କେରଲା ଷ୍ଟୋରି’ ବକ୍ସ ଅଫିସରେ ହଙ୍ଗାମ ସୃଷ୍ଟି କରୁଛି। ଚଳଚ୍ଚିତ୍ରର ଓପନିଂ ବେଶ ଭଲ ଥିଲା ଆଉ ସେବେଠାରୁ ଏହାର କଲେକସନ ଦିନକୁ ଦିନ ବୃଦ୍ଧି ପାଇଛି।

ବକ୍ସ ଅଫିସ୍‌ରେ ହିଟ୍‌ ହେଲା ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରୀ’

ବକ୍ସ ଅଫିସ୍‌ରେ ହିଟ୍‌ ହେଲା ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରୀ’

ବିବାଦୀୟ ଫିଲ୍ମ ଦି କେରଲା ଷ୍ଟୋରି ଗତ ଶୁକ୍ରବାର ହଲ୍‌ରେ ରିଲିଜ ହୋଇଛି। ଟ୍ରେଲର ଏବଂ ଟିଜର୍‌ ଆସିବା ପରେ ଫିଲ୍ମ ବିବାଦ ଘେରରେ ଛନ୍ଦି ହୋଇ ରହିଥିଲା।

‘ଦ କେରଲା ଷ୍ଟୋରି’ ରିଲିଜ ପୂର୍ବରୁ ତାମିଲନାଡୁରେ ହାଇ ଆଲର୍ଟ

‘ଦ କେରଲା ଷ୍ଟୋରି’ ରିଲିଜ ପୂର୍ବରୁ ତାମିଲନାଡୁରେ ହାଇ ଆଲର୍ଟ

ଫିଲ୍ମରେ ନିମିଶା-ମୋରିନ-ସୋନିଆଙ୍କ କାହାଣୀକୁ ଅତି ନିଚ୍ଛକ ଭାବେ ପ୍ରଦର୍ଶିତ କରାଯାଇଛି। ସେମାନଙ୍କ ମଧ୍ୟରେ ପ୍ରଥମ ଝିଅର ନାମ ହେଉଛି ନିମିଷା ସମ୍ପତ। ଧର୍ମ ଅନୁଯାୟୀ ସେ ହିନ୍ଦୁ । ନିମିଶା କେରଳର କାସାରାଗୋଡରେ ଥିବା ଏକ କଲେଜରେ ଅଧ୍ୟୟନ କରୁଥିଲେ।