Tag Archives: These things avoid eating in summer season

Archives

  • ଖରାଦିନରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

    ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ଏହାସହ ବଢ଼ୁଛି ଗୁଳୁଗୁଳି । ବେଳେବେଳେ ଆମେ ଏଥିରି ଅସ୍ତବ୍ୟସ୍ତ ହେଇପଡ଼ୁ । ଜାଣିପାରୁ ନାହୁଁ କ’ଣ ଖାଇବା ଓ କ’ଣ ନ ଖାଇବା କଥା । ଆମେ ଭୁଲରେ ଏମିତି କିଛି ଖାଦ୍ୟ ଖାଇଥାଉ ଯାହା ଦ୍ଵାରା ଆମ ଶରୀର ଖରାପ ମଧ୍ୟ ହୋଇଥାଏ । ତାହାହେଲେ ଆସନ୍ତୁ ଜାଣିବା ଖରାଦିନେ କ’ଣ ଖାଇବା ଅନୁଚିତ । ଖରାଦିନେ କେଉଁ ଖାଦ୍ୟ ଖାଇବେ ନାହିଁ ...