ନ୍ୟୁଜ୍ ଆସନ୍ତା ୩୦ ଯାଏଁ ଓଡିଶାରେ କାଳବୈଶାଖୀ ସମ୍ଭାବନା 27 Apr, 2023 5 mins read 311 views ଆସନ୍ତା ୩୦ ତାରିଖ ଯାଏ ରାଜ୍ୟର କିଛି ଜିଲାରେ କାଳବୈଶାଖୀ ବର୍ଷା ଓ କୁଆପଥର ପଡ଼ିବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରୁ ଜଣାପଡ଼ିଛି।
ନ୍ୟୁଜ୍ ରାଜ୍ୟରେ ପ୍ରବଳ ବର୍ଷା: ନାହି ବାତ୍ୟାର ଭୟ 10 Oct, 2022 5 mins read 328 views ରାଜ୍ୟରେ ବାତ୍ୟାର କୌଣସି ଆକଳନ ନାହିଁ। ବାତ୍ୟା ନେଇ କୌଣସି ସତର୍କ ସୂଚନା ଜାରି କରିନାହିଁ ଭାରତୀୟ ପାଣିପାଗ ବିଭାଗ। ଏନେଇ ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଗାମୀ ଦିନରେ ବଙ୍ଗୋପସାଗରରେ କୌଣସି ସମ୍ଭାବ୍ୟ ବାତ୍ୟାର ପୂର୍ବାନୁମାନ ନଥିବା ସେ କହିଛନ୍ତି।