Loading...

ରାତିରେ ଶୋଇବା ପୂର୍ବରୁ ପାଦରେ ତେଲ ମାଲିସ କରନ୍ତୁ, ମିଳିବ ଏହି ସବୁ ଫାଇଦା

ରାତିରେ ଶୋଇବା ପୂର୍ବରୁ ପାଦରେ ତେଲ ମାଲିସ କରନ୍ତୁ, ମିଳିବ ଏହି ସବୁ ଫାଇଦା

ଆପଣଙ୍କର ଗୋଡ ଉପରେ ସମ୍ପୂର୍ଣ୍ଣ ଶରୀର ନିର୍ଭର କରିଥାଏ । ଆପଣଙ୍କ ପାଦ ତଳେ ଆପଣଙ୍କ ଶରୀରର ଅଲଗା ଅଲଗା ବିନ୍ଦୁ ରହିଥାଏ । ଯାହା ଶରୀର ଭିନ୍ନ ଭିନ୍ନ ଅଂଶକୁ ଯୋଡି ହୋଇଛି । ସେଥିପାଇଁ ଯଦି ଆପଣ ପାଦ ତଳ ମାଲିସ କରିବେ, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର ହେବ ।