ଆଜିଠୁ ବଜେଟ ଅଧିବେଶନ ! ଫେବୃଆରୀରେ ଜେଟଲୀଙ୍କ ଉପସ୍ଥାପନENO BeuroJanuary 29, 2018 by ENO BeuroJanuary 29, 20180111 ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ; ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଆଜି ବଜେଟ ଅଧିବେଶନ ଆରମ୍ଭ ହେବ । ସଂସଦର ସେଣ୍ଟ୍ରାଳ ହଲରେ ରାମନାଥ କୋବିନ୍ଦ ପୂର୍ବାହ୍ନ ୧୧ଟାରେ ଅଭିଭାଷଣ