Loading...

କମିବ ତାପମାତ୍ରା, ୨୮ରୁ ବଢିବ ଶୀତ

କମିବ ତାପମାତ୍ରା, ୨୮ରୁ ବଢିବ ଶୀତ

ରାଜ୍ୟରେ ବୁଧବାର ଘନ କୁହୁଡି ଅନୁଭୂତ ହେବ । କନ୍ଧମାଳ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ ଓ ଜଗତସିଂହପୁର ଜିଲ୍ଲାରେ  ଘନ କୁହୁଡ଼ି ଆଶଙ୍କା ଥିବାରୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।