Loading...

ଟ୍ରାଫିକ୍‌ ପୋଷ୍ଟ‌ରେ କୋଣାର୍କ ସ୍ଥାପତ୍ୟ

ଟ୍ରାଫିକ୍‌ ପୋଷ୍ଟ‌ରେ କୋଣାର୍କ ସ୍ଥାପତ୍ୟ

ଭୁବନେଶ୍ବରର ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ କୋଣାର୍କ ସ୍ଥାପତ୍ୟ ଚମକିବ। ଏଭଳି ଏକ ଯୋଜନାରେ ମୋହର ମାରିଛନ୍ତି ବିଏସ୍‌ସିଏଲ୍(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌) ଏମ୍‌ଡି ବଲୱନ୍ତ ସିଂହ।