୫ଟି ଭୟଙ୍ଗର ରୋଗରୁ ମୁକ୍ତି ଦେଇଥାଏ ଧନିଆ ଗୁଣ୍ଡ ;ଆସନ୍ତୁ ଜାଣିବା ଧନିଆ ଗୁଣ୍ଡର କେତେକ ଉପକାରିତା ବିଷୟରେENO BeuroJanuary 19, 2018 by ENO BeuroJanuary 19, 20182 129 ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଅନେକ ଲୋକମାନେ ଧନିଆ ଗୁଣ୍ଡ ଓ ଧନିଆ ପତ୍ରକୁ ବ୍ୟବହାର କରିଥାନ୍ତି । କୁହାଯାଏ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଧନିଆ ପତ୍ର ବେଶ ଉପଯୋଗୀ ଅଟେ ।