ଭୁବନେଶ୍ଵର ବିମାନ ବନ୍ଦରକୁ ଧମକ:‘ହ୍ୟାଲୋ ! ମୁଁ ପରିଡା କହୁଛି… ମୋ ଗଞ୍ଜେଇ ଛାଡିଦେ ,ନହେଲେ ଦେଖିବୁ
କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଥିବା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ମିଳିଛି ଧମକ। କେହି ଜଣେ ଅଜଣା ବ୍ୟକ୍ତି ଏୟାରପୋର୍ଟକୁ ଟେଲିଫୋନ୍ରେ ଧମକ ଦେଇଥିବା ଖବର ମିଳିଛି। ଏ ସଂପର୍କରେ