Tag : trolling priyanka for visiting rohingya camp

News

ରୋହିଙ୍ଗ୍ୟା କ୍ୟାମ୍ପକୁ ଯାଇ ଟ୍ରୋଲର ଶିକାର ହେଲେ ପ୍ରିୟଙ୍କା

ENO Beuro
ଚର୍ଚ୍ଚାରେ ପ୍ରିୟଙ୍କା ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି ବାଂଲାଦେଶର ଢାକା ସ୍ଥିତ କକ୍ସ ବଜାରରେ ଥିବା ରେହିଙ୍ଗ୍ୟା ଶରଣାର୍ଥୀଙ୍କ ଶିବିରକୁ ଯାଇଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ସେ ନିଜେ ପୋଷ୍ଟ କରିଥିଲେ।