Loading...

ଛଟେଇ ପରେ ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ ଏଲନ ମସ୍କ

ଛଟେଇ ପରେ ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ ଏଲନ ମସ୍କ

ଟୁଇଟର ପାଇଁ ଇଞ୍ଜିନିୟରିଂ ଏବଂ ସେଲରେ ଏବେ ନିଯୁକ୍ତି ପ୍ରିକ୍ରିୟା ଆରମ୍ଭ ହୋଇଛି ।ଏଥି ସହ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଟ୍ବିଟ୍‌ ପୋଷ୍ଟ୍‌ରେ ରିପ୍ଲାଏ କରିବାରୁ ଚାଲିଗଲା ଚାକିରି

ଟ୍ବିଟ୍‌ ପୋଷ୍ଟ୍‌ରେ ରିପ୍ଲାଏ କରିବାରୁ ଚାଲିଗଲା ଚାକିରି

ଟ୍ବିଟ୍‌ରକୁ କିଣିବା ପରେ ଲଗାତର ଭାବେ ଚର୍ଚ୍ଚାରେ ରହିଛନ୍ତି ଏଳନ ମସ୍କ। ସେ କେବେ ଟ୍ବିଟ୍‌ରରେ ଘଟାଉଥିବା ପରିବର୍ତ୍ତନକୁ ନେଇ ତ ପୁଣି କେବେ କର୍ମଚାରୀଙ୍କ ଛଟେଇକୁ ନେଇ। ନିକଟରେ ମସ୍କ ପୁଣି ଚର୍ଚ୍ଚାରେ ରହିଛନ୍ତି।

ଟ୍ବିଟରରେ ବ୍ଲୁ ଟିକ ପାଇଁ ୭୧୯ ଟଙ୍କା ଦେବେ ଉଜର୍ସ: ଟ୍ବିଟର

ଟ୍ବିଟରରେ ବ୍ଲୁ ଟିକ ପାଇଁ ୭୧୯ ଟଙ୍କା ଦେବେ ଉଜର୍ସ: ଟ୍ବିଟର

ବ୍ଲୁ ଟିକ୍‌ ଭେରିଫିକେସନ ଟ୍ୟାଗ ପାଇଁ ଜଣେ ଆକାଉଣ୍ଟଧାରୀଙ୍କୁ ମାସିକ ୭୧୯ ଟଙ୍କା ଦେବାକୁ ପଡ଼ିବ। ଭାରତରେ ଥିବା କିଛି ଟ୍ୱିଟର ଆକାଉଣ୍ଟଧାରୀଙ୍କୁ ଟ୍ୱିଟର ବ୍ଲୁ ବ୍ୟବସ୍ଥାକୁ ସବସ୍କ୍ରାଇବ କରିବାକୁ ନୋଟିଫିକେସନ ଆସିଛି।

ଦେବାଳିଆ ହେବେ ଏଲନ, ଟ୍ବିଟରରୁ ଛଟେଇ ପରେ ହାତ ଛାଡୁଛନ୍ତି ବରିଷ୍ଠ କର୍ମଚାରୀ

ଦେବାଳିଆ ହେବେ ଏଲନ, ଟ୍ବିଟରରୁ ଛଟେଇ ପରେ ହାତ ଛାଡୁଛନ୍ତି ବରିଷ୍ଠ କର୍ମଚାରୀ

ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ହରାଇବା ପରେ ମାଇକ୍ରୋବ୍ଲଗିିଂ ସାଇଟ୍‌ ଟ୍ବିଟର୍‌ ଦେବାଳିଆ ହେବାର ସମ୍ଭାବନା ରହିଛି। ଟ୍ବିଟର୍‌ର ନୂଆ ମାଲିକ ବା ଗତ କିଛି ଦିନ ହେବ ଟ୍ରେଣ୍ଡ୍‌ରେ ରହିଥିବା ଏଲନ ମସ୍କ ୪୪ ବିଲିୟନ୍‌ ଡଲାରରେ ଟ୍ବିଟର୍‌କୁ କିଣିବାର ୨ ସପ୍ତାହ ବି ହୋଇନାହିଁ ଯେ ଗୁରୁବାର ଏନେଇ ନିଜର ଚିନ୍ତା ପ୍ରକଟ କରିଛନ୍ତି।

ଟୁଇଟର୍‌ ବ୍ୟବହାରକାରୀ ସମ୍ମାନଜନକ ‘ବ୍ଲୁ ଟିକ୍‌’ ପାଇଁ ମାସକୁ ଗଣିବେ ୨୦ ଡଲାର୍‌

ଟୁଇଟର୍‌ ବ୍ୟବହାରକାରୀ ସମ୍ମାନଜନକ ‘ବ୍ଲୁ ଟିକ୍‌’ ପାଇଁ ମାସକୁ ଗଣିବେ ୨୦ ଡଲାର୍‌

ବିପୁଳ ଅନୁଗାମୀ ଥାଇ ସୁଦ୍ଧା ସମ୍ମାନଜନକ ‘ବ୍ଲୁ ଟିକ୍‌’ରୁ ବଞ୍ଚିତ କରାଯାଇଛି ବୋଲି ଜଣେ ଟୁଇଟର୍‌ ବ୍ୟବହାରକାରୀ ଅଭିଯୋଗ କରିବାରୁ ‘ପ୍ରୋଫାଇଲ୍‌ ନେମ୍’ ସମ୍ମୁଖରେ ‘ବ୍ଲୁ ଟିକ୍‌’ ସଂଯୋଗ କରୁଥିବା ‘ପ୍ଲାଟ୍‌ଫର୍ମ’ର ଯାଞ୍ଚ ପ୍ରକ୍ରିୟା ନବୀକରଣ ଚାଲିଛି ବୋଲି ‘ଟୁଇଟର୍‌’ର ନୂଆ ମାଲିକ ଏଲନ୍‌ ମସ୍କ୍‌ କହିଛନ୍ତି।

ନୂଆ ଆଇଟି ନିୟମ ବିଜ୍ଞପ୍ତି ଜାରି; ଚଳିବନି ଟ୍ୱିଟର-ଫେସବୁକ୍‌ର ମନମାନୀ

ନୂଆ ଆଇଟି ନିୟମ ବିଜ୍ଞପ୍ତି ଜାରି; ଚଳିବନି ଟ୍ୱିଟର-ଫେସବୁକ୍‌ର ମନମାନୀ

ଆଉ ଚଳିବନି ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ ପ୍ଲାଟଫର୍ମର ମନମାନୀ। ସୋସିଆଲ ମିଡିଆର କେଣ୍ଟେଣ୍ଟ କେତେ ଲୋକଙ୍କ ପାଖରେ ପହଞ୍ଚିବ କିମ୍ବା କେତେ ଲୋକ ଏହାକୁ ଦେଖୀପାରିବେ ତାହାକୁ ନେଇ ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଆଉ ମନମୁଖୀ କାର୍ଯ୍ୟ କରିପାରିବେନାହିଁ।

୪୪ ବିଲିୟନ ଡଲାରରେ ଟ୍ଵିଟର୍ କିଣିଲେ ଏଲନ୍ ମସ୍କ

୪୪ ବିଲିୟନ ଡଲାରରେ ଟ୍ଵିଟର୍ କିଣିଲେ ଏଲନ୍ ମସ୍କ

ମାଇକ୍ରୋ ବ୍ଲଗିଂ ସାଇଟ୍ ତଥା ସୋସିଆଲ ମିଡିଆ ସେବା ପ୍ରଦାନକାରୀ ଟ୍ଵିଟରକୁ ମିଳିଛି ନୂଆ ମାଲିକ। ଟେସ୍‌ଲା ସିଇଓ ଏଲନ୍ ମସ୍କ ଟ୍ଵିଟର ଅଧିଗ୍ରହଣ କରିଛନ୍ତି। ମସ୍କ ଟ୍ଵିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି।