Loading...

‘ଡଙ୍କି’ର ସୁଟିଂ ପରେ ମକ୍କାରେ ଶାହରୁଖଙ୍କ ‘ଉମରା’

‘ଡଙ୍କି’ର ସୁଟିଂ ପରେ ମକ୍କାରେ ଶାହରୁଖଙ୍କ ‘ଉମରା’

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋ ଏବଂ ଭିଡିଓଗୁଡ଼ିକରେ ଶାହରୁଖ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। କୋଭିଡ-ସୁରକ୍ଷା ପ୍ରୋଟକଲ ସହିତ ମୁହଁରେ ଏକ ମାସ୍କ୍‌ ପିନ୍ଧିଥିଲେ। ‘ରିଡା’ ପିନ୍ଧିଥିଲେ ଏବଂ ଅଣ୍ଟାରେ ‘ଇଜାର’ ଗୁଡ଼ାଇଥିଲେ।