୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ : ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ
ବିଶ୍ୱଚାମ୍ପିୟନ ହେଲା ଭାରତ। ଜୁନିୟର ବିଶ୍ୱକପ କ୍ରିକେଟ ଟାଇଟଲ ହାତେଇଲା ଟିମ ଇଣ୍ଡିଆ। ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ଜୁନିୟର ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ । ପୃଥ୍ୱୀଶ୍ୱଙ୍କ ନେତୃତ୍ୱାଧୀନ