Loading...

ଗ୍ରୀଷ୍ମ ପ୍ରବାହ ପାଇଁ କାଲିଠାରୁ ମଇ ୨ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ

ଗ୍ରୀଷ୍ମ ପ୍ରବାହ ପାଇଁ କାଲିଠାରୁ ମଇ ୨ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ

ଆସନ୍ତାକାଲିଠାରୁ ମଇ ୨ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ ରହିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ୟୁଜି/ପିଜି କ୍ଲାସ ବନ୍ଦ ରହିବ। ତେବେ ପରୀକ୍ଷା, ମୂଲ୍ୟାୟନ ଆଦି ଜାରି ରହିବ।