Tag Archives: unmay vedio viral case

Archives

  • କୁଆଖାଇ ପଠାରୁ ଅଧପୋଡା ଶବ ଜବତ ଘଟଣା : ଆଜି ଆସିବ ବ୍ୟବଚ୍ଛେଦ ରିପୋର୍ଟ

    ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । କୁଆଖାଇ ନଦୀ ପଠାରେ ଉନ୍ମୟଙ୍କୁ ଜିଅନ୍ତା ଜଳାଇ ଦେଇଥିଲେ ହତ୍ୟାକାରୀ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ରହସ୍ୟ ଉପରୁ ପରଦା ହଟିଛି। ପେଟରେ ଛୁରୀ ଭୁଷିବା ସହ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ନିଆଁ ଲଗାଇ ଦିଆଯାଇଥିଲା। ସେଦିନ କୁଆଖାଇ ନଦୀ ପଠାରେ କଣ ଘଟିଥିଲା । ଉନ୍ମୟ ...