Loading...

୪୦ କୋଟିର ସୁନା ଓ ହୀରା ମିଶ୍ରିତ ଗାଉନ ପିନ୍ଧି ଜଲୱା ଦେଖାଇଲେ ଉର୍ବସୀ

୪୦ କୋଟିର ସୁନା ଓ ହୀରା ମିଶ୍ରିତ ଗାଉନ ପିନ୍ଧି ଜଲୱା ଦେଖାଇଲେ ଉର୍ବସୀ

ଉର୍ବଶୀ ରୌତେଲା ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଉର୍ବଶୀ ଏକ ଦାମୀ ଗାଉନ୍‌ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଫ୍ୟାଶନରେ ଉର୍ବଶୀ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି।