Loading...

ବିଭିନ୍ନ ଘଟଣା, ଦୁର୍ଘଟଣାର ମିଳିଥାଏ ପୂର୍ବ ସୂଚନା

ବିଭିନ୍ନ ଘଟଣା, ଦୁର୍ଘଟଣାର ମିଳିଥାଏ ପୂର୍ବ ସୂଚନା

ଏମିତି ବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ।

ବାସ୍ତୁ ଅନୁସାରେ ନିଜ ପ୍ରେମିକ ବା ପ୍ରେମିକାକୁ ଦିଅନ୍ତୁ ଏହିସବୁ ଗିଫ୍ଟ ଯାହା ଆପଣଙ୍କ ଜୀବନକୁ ସୁଖମୟ କରିଦେବ

ବାସ୍ତୁ ଅନୁସାରେ ନିଜ ପ୍ରେମିକ ବା ପ୍ରେମିକାକୁ ଦିଅନ୍ତୁ ଏହିସବୁ ଗିଫ୍ଟ ଯାହା ଆପଣଙ୍କ ଜୀବନକୁ ସୁଖମୟ କରିଦେବ

ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ ଗୋଟିଏ ପ୍ରାଣୀକୁ ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଏ । ଏହି ଜୀବଟିର ନାମ ହେଉଛି “ଓଟ “ ।

ନୂଆବର୍ଷରେ ଏହି ସବୁ ଜିନିଷ ଘରକୁ ଆଣିବା ଦ୍ଵାରା ବଦଳିଯିବ ଭାଗ୍ୟ

ନୂଆବର୍ଷରେ ଏହି ସବୁ ଜିନିଷ ଘରକୁ ଆଣିବା ଦ୍ଵାରା ବଦଳିଯିବ ଭାଗ୍ୟ

ଆସନ୍ତା ନୂଆ ବର୍ଷଟି ସାରା ପୃଥିବୀ ପାଇଁ ଆଶା ଓ ସମ୍ଭାବନାର ବର୍ଷ ହେଉ। ସମସ୍ତଙ୍କ ଜୀବନର ସୁଖର ଆନନ୍ଦ ଭରି ଦେଉ। ତେବେ ନୂଆବର୍ଷଟି ଆପଣଙ୍କ ପାଇଁ ବେଶ୍‌ ଶୁଭମୟ ହୋଇପାରିବ।

ଶୋଇବା ଶୈଳୀରୁ ଜାଣନ୍ତୁ ବ୍ଯକ୍ତିର ସ୍ଵଭାବ ସମ୍ପର୍କରେ

ଶୋଇବା ଶୈଳୀରୁ ଜାଣନ୍ତୁ ବ୍ଯକ୍ତିର ସ୍ଵଭାବ ସମ୍ପର୍କରେ

ସମସ୍ତଙ୍କର କାମ କରିବା ତରିକା ଯେପରି ଭିନ୍ନ, ସେହିପରି ଶୋଇବା ଢଙ୍ଗ ମଧ୍ୟ ଅଲଗା ହୋଇଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ, ଶୋଇବା ଶୈଳୀରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ଅନେକ କିଛି ସୂଚନା ମିଳିଥାଏ।

ରାତିରେ ଅଇଁଠା ବାସନ ପକାଇବା ଦ୍ଵାରା ଘରକୁ ଆସେ ଅନେକ ସମସ୍ଯା ଜାଣନ୍ତୁ କିପରି

ରାତିରେ ଅଇଁଠା ବାସନ ପକାଇବା ଦ୍ଵାରା ଘରକୁ ଆସେ ଅନେକ ସମସ୍ଯା ଜାଣନ୍ତୁ କିପରି

ସାଧାରଣତଃ ରାତିରେ ଆମେ ଘରେ ଖାଦ୍ୟ ଖାଇବା ପରେ ବାସନକୁସନ ଧୋଇ ରଖିଥାଉ । କିନ୍ତୁ ଅନେକ ଥର ଆମେ ଏତେ କ୍ଲାନ୍ତ ହୋଇଯାଉ ଯେ ବାସନକୁ ଧୋଇନଥାଉ ଏବଂ ସକାଳେ ଧୋଇବାକୁ ଛାଡିଦେଉ। କିନ୍ତୁ ଏହା ଠିକ୍ ନୁହେଁ। 

ଆସନ୍ତୁ ଜାଣିବା ପେଚାକୁ ନେଇ କଣ କହେ ବାସ୍ତୁ

ଆସନ୍ତୁ ଜାଣିବା ପେଚାକୁ ନେଇ କଣ କହେ ବାସ୍ତୁ

ଆମ ଆଖପାଖରେ ଥିବା ଜୀବଜନ୍ତୁ ଆମକୁ କୌଣସି ନା କୌଣସି ସଂକେତ ଦେଇଥାନ୍ତି। କିଛି ପଶୁପକ୍ଷୀ ଆମକୁ ଶୁଭ ସଙ୍କେତ ଦେଇଥାନ୍ତି। ଆଉକିଛି ପଶୁପକ୍ଷୀ ଆମକୁ ଅଶୁଭ ସଂକେତ ଦେଇଥାନ୍ତି। ସେହିପରି ଆସନ୍ତୁ ଜାଣିବା ପେଚାକୁ ନେଇ କଣ କହେ ବାସ୍ତୁ।

ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ

ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ

ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।

ପତି ଓ ପତ୍ନୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି କରିଥାଏ ମନ୍ଦାରିନ ବତକ

ପତି ଓ ପତ୍ନୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି କରିଥାଏ ମନ୍ଦାରିନ ବତକ

ଉତ୍ତମ ଜୀବନସାଥୀ ପାଇବା ପାଇଁ ସମସ୍ତେ ଇଛା ରଖିଥାନ୍ତି। ପତି ଓ ପତ୍ନୀଙ୍କ ସମ୍ପର୍କରେ ସର୍ବଦା ସକରାତ୍ମକ ଭାବନା ରହିବା ନିହାତି ଜରୁରୀ ଅଟେ। ଆଜିକାଲି ପତି ଓ ପତ୍ନୀଙ୍କ ମଧ୍ୟରେ ଝଗଡା ହେବା ଏକ ସାଧାରଣ କଥା ଅଟେ।