Loading...

ବାସ୍ତୁ ଅନୁସାରେ ପ୍ରତିଦିନ ସକାଳେ ଏପରି କରିବା ଦ୍ଵାରା ଘରକୁ ହୋଇଥାଏ ମା ଲକ୍ଷ୍ମୀଙ୍କର ଆଗମନ

ବାସ୍ତୁ ଅନୁସାରେ ପ୍ରତିଦିନ ସକାଳେ ଏପରି କରିବା ଦ୍ଵାରା ଘରକୁ ହୋଇଥାଏ ମା ଲକ୍ଷ୍ମୀଙ୍କର ଆଗମନ

ସକାଳୁ ଉଠିବା ମାତ୍ରେ ଘରର ସ୍ତ୍ରୀଲୋକ ଯଦି ପ୍ରତିଦିନ ଦାଣ୍ଡଦୁଆରକୁ ସଫାସୁତୁରା କରିଥାନ୍ତି, ତ’ହେଲେ ଘରକୁ କୌଣସି ପ୍ରକାରର ନକାରାତ୍ମକ ଊର୍ଜ୍ଜା ପ୍ରବେଶ କରେନାହିଁ

ବାସ୍ତୁ ଅନୁଯାୟୀ ବାଥରୂମରେ ଏହି ସବୁ ଜିନିଷ ରଖିବା ଦ୍ଵାରା ହୋଇଥାଏ କ୍ଷତି

ବାସ୍ତୁ ଅନୁଯାୟୀ ବାଥରୂମରେ ଏହି ସବୁ ଜିନିଷ ରଖିବା ଦ୍ଵାରା ହୋଇଥାଏ କ୍ଷତି

ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ସଭିଁଙ୍କ ଜୀବନରେ ସୁଖ ଓ ସମୃଦ୍ଧି ପ୍ରବେଶ କରିଥାଏ।

ବିବାହ କାର୍ଡକୁ ନେଇ କିଛି ଜରୁରୀ କଥା ଯାହା ପ୍ରତ୍ୟକ ଲୋକ ଜାଣିବା ଦରକାର

ବିବାହ କାର୍ଡକୁ ନେଇ କିଛି ଜରୁରୀ କଥା ଯାହା ପ୍ରତ୍ୟକ ଲୋକ ଜାଣିବା ଦରକାର

ବିବାହ ପୂର୍ବରୁ ପ୍ରତ୍ୟେକ ପରମ୍ପରା ପାଇଁ ଏକ ଶୁଭ ମୁହୁର୍ତ୍ତ ଠିକ କରାଯାଇଥାଏ ।ବିବାହ ସମୟରେ ଅନେକ କିଛି ଜିନିଷ ପ୍ରତି ଦୃଷ୍ଟି ଦେଇ ବିବାହର ଆୟୋଜନ କରାଯାଇଥାଏ । ମାତ୍ର ଆଉ କିଛି କଥାକୁ ଅଣଦେଖା କରାଯାଇଥାଏ ।

ବାସ୍ତୁ ନିୟମ ଅନୁସାରେ ଘରର କେଉଁ ଦିଗରେ ଟାଙ୍ଗିବେ କ୍ୟାଲେଣ୍ଡର

ବାସ୍ତୁ ନିୟମ ଅନୁସାରେ ଘରର କେଉଁ ଦିଗରେ ଟାଙ୍ଗିବେ କ୍ୟାଲେଣ୍ଡର

ବାସ୍ତୁ ନିୟମ ଅନୁସାରେ, ଘରେ ପୁରୁଣା କ୍ୟାଲେଣ୍ଡର ରଖିବା ଅଶୁଭ ହୋଇଥାଏ। ସଠିକ୍‌ ଦିଗରେ କ୍ୟାଲେଣ୍ଡର ଟାଙ୍ଗିବା ଦ୍ବାରା ଉନ୍ନତି ହୋଇଥାଏ।

କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହିସବୁ କାମ, ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଭାଗ୍ୟ ସୁନା ଭଳି ଚମକି ଉଠିବ

କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହିସବୁ କାମ, ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଭାଗ୍ୟ ସୁନା ଭଳି ଚମକି ଉଠିବ

କାର୍ତ୍ତିକ ମାସରେ ପୂର୍ଣ୍ଣିମା ତିଥିକୁ ଯାହାକୁ ଡ଼ଙ୍ଗା ଭସା ପର୍ବ ଭାବରେ ପାଳନ କରାଯାଏ। ଏହି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଆସନ୍ତା ୩୦ ତାରିଖ ସୋମବାର ଦିନ ପାଳନ କରାଯିବ। ଏହି ଦିନ ସକାଳୁ ସ୍ନାନ କରି ଡ଼ଙ୍ଗା ଭସାଇ ଏବଂ ଦେବୀ ଦେବତା ମାନଙ୍କର ଦର୍ଶନ କରିବା ଦ୍ୱାରା କୋଟି କୋଟି ପୁଣ୍ୟ ମିଳିଥାଏ।

ଘରର କେଉଁ ଦ୍ଵାରରେ କଳସ ରଖିବା ଦ୍ଵାରା ବଦଳିଯିବ ଭାଗ୍ୟ

ଘରର କେଉଁ ଦ୍ଵାରରେ କଳସ ରଖିବା ଦ୍ଵାରା ବଦଳିଯିବ ଭାଗ୍ୟ

ବାସ୍ତୁ ଶାସ୍ତ୍ର ଅନୁସାରେ ଧନବାନ ହେବା ପାଇଁ ଅନେକ ଉପାୟ ଗୁଡ଼ିକ ରହିଛି। ଏହି ଉପାୟ ଗୁଡ଼ିକ ବହୁତ ପ୍ରଭାବୀ ଅଟେ। ସେଥିମଧ୍ୟରୁ ଗୋଟେ ହେଉଛି କଳସର ଏକ ଉପାୟ। ବାସ୍ତୁ ଶାସ୍ତ୍ରରେ ଦିଆଯାଇଥିବା ଉପାୟ ଗୁଡ଼ିକୁ ପ୍ରୟୋଗ କରି ବ୍ୟକ୍ତି ଲାଭବାନ ହୋଇ ପାରିବେ।