ଆସନ୍ତୁ ଜାଣିବା ରୋଷେଇ ଘରର ବାସନକୁ ନେଇ କଣ କହେ ବାସ୍ତୁ
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
Loading...
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି।
ପ୍ରତ୍ୟେକ ଘରମାନଙ୍କରେ ଦେବା-ଦେବୀଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ଶାସ୍ତ୍ର ଅନୁସାରେ ଦିନକୁ ଦୁଇ ଥର ମାନେ ସକାଳ ଏବଂ ସନ୍ଧ୍ୟାରେ ଭଗବାନଙ୍କ ପୂଜା କରିବା ଉଚିତ୍ । ଘରେ ଭଗବାନ୍ ଙ୍କ ପୂଜା କରିବା ଦ୍ୱାରା ଅନେକ ଲାଭ ହୋଇଥାଏ ।
ଆର୍ଥିକ ସୁଖ ସୁବିଧାର କାମନା ତ ସମସ୍ତେ କରିଥାନ୍ତି । କିନ୍ତୁ ଏହି ସୁଖ ସୁବିଧା କମ ଲୋକଙ୍କୁ ପ୍ରାପ୍ତି ହୋଇଥାଏ । ବେଳେ ବେଳେ ନିଜ କର୍ମରେ ହିଁ ଦୋଷ ରହିଯାଇଥାଏ ତ ପୁଣି ବେଳେ ବେଳେ ଆଖାପାଖର ବାତାବରଣରେ ଦୋଷ ରହିଥାଏ ।
ପରିବାର ମଧ୍ୟରେ ଭଲ ପାଇବା ସୁଖମୟ ଜୀବନର ଆଧାର । ପ୍ରତ୍ୟେକ ଇଚ୍ଛା କରିଥାଆନ୍ତି ସେମାନଙ୍କ ପରିବାର ଏକାଠି ଓ ହସଖୁସିରେ ଜୀବନ ଅତିବାହିତ କରନ୍ତୁ। ବେଳେ ବେଳେ ଏପରି ଦେଖାଯାଏ ଯେ, ଛୋଟ ଛୋଟ କଥାରେ ଗୃହରେ କଳହ ହୋଇଥାଏ।
ପୁଅଝିଅଙ୍କ ବାହାଘର କରି ସେମାନଙ୍କ ସୁଖ ସଂସାର ଦେଖିବାକୁ ସବୁ ବାପାମା’ଙ୍କର ଇଚ୍ଛା ଥାଏ। ପୁଅ ଲାଗି ମନଲାଖି ଝିଅ ମିଳିଗଲେ, ନୂଆ ବୋହୂର କିପରି ସ୍ୱାଗତ କରାଯିବ, ସେଥିଲାଗି ସମସ୍ତେ ତତ୍ପର ହୋଇ ଉଠନ୍ତି।
ଘରେ ଆକ୍ୱାରିୟମ୍ ରଖିବା ଶୁଭ ବୋଲି କୁହାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏଥିରେ କେତୋଟି ମାଛ ରଖିବା ଶୁଭ? ଫେଙ୍ଗସୁଇ ଅନୁସାରେ ଆକ୍ୱାରିୟମ୍ରେ ୮ଟି ମାଛ ରଖିଲେ ଶୁଭଫଳ ମିଳିଥାଏ।
ବୈବାହିକ ଜୀବନରେ ସବୁବେଳେ ଲାଗୁ ରହୁଛି ମନାନ୍ତର, ମତାନ୍ତର। ଦୂର ହେଉନି ଅଶାନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ, ଭଲ ପାଇବା ବଦଳରେ ବଢି ଯାଇଛି ରାଗରୁଷା, ମାନ ଅଭିମାନ। ଯେତେ ଚେଷ୍ଟା କଲେ ବି ସମ୍ପର୍କ ସୁଧୁରିବା ନାଁ ଧରୁନି। କାହାକୁ ଏହାର ଦୋଷ ଦେବେ ।