Loading...

ଜାଣନ୍ତୁ କେଉଁ ଦିନ କେଉଁ ଜିନିଷ କିଣିଲେ ଶୁଭ ହୋଇଥାଏ

ଜାଣନ୍ତୁ କେଉଁ ଦିନ କେଉଁ ଜିନିଷ କିଣିଲେ ଶୁଭ ହୋଇଥାଏ

ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି। 

ଏବେ ୨୦୨୭ ପର୍ଯ୍ୟନ୍ତ ଚମକିବେ ଏହି ୩ ରାଶି ବ୍ୟକ୍ତିଙ୍କ ଜୀବନ

ଏବେ ୨୦୨୭ ପର୍ଯ୍ୟନ୍ତ ଚମକିବେ ଏହି ୩ ରାଶି ବ୍ୟକ୍ତିଙ୍କ ଜୀବନ

ଧନପତି କୁବେର ରାଜା ହୋଇସାରିଲେଣି। ଏଣୁ ଏବେ ୩ ଟି ରାଶିର ଭାଗ୍ୟ ଚମକିବ। ଏବେ ଠାରୁ ୨୦୨୭ ମସିହା ପର୍ଯ୍ୟନ୍ତ ଏହି ରାଶିଙ୍କ ପ୍ରତି କୁବେରଙ୍କ ଆଶିର୍ବାଦ ବର୍ଷିବ।