Tag : Vastu tips for puja room

VASTU

ଭୁଲରେ ବି ରଖନ୍ତୁ ନାହିଁ ଠାକୁର ଘରେ ଏହି ସବୁ ମୂର୍ତି , ଜାଣନ୍ତୁ କାରଣ କ’ଣ ?  

ENO Beuro
ଆମେ ଘରେ ପ୍ରତିଦିନ ପୂଜା କରିଥାଉ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସର୍ବଦା ସୁଖ ଶାନ୍ତି ରହିବା ପାଇଁ ପୂଜା ହୋଇଥାଏ । ଯେପରି କି କୌଣସି ନକରାତ୍ମକ ଶକ୍ତି ଘରେ ପ୍ରବେଶ ନ କରୁ ।