ଦୀପାବଳିରେ ବାସ୍ତୁ ଅନୁଯାୟୀ ପକାନ୍ତୁ ରଙ୍ଗୋଲି
ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଘରର ମୁଖ୍ୟ ଦ୍ୱାର ମୁହଁରେ ରଙ୍ଗୀନ ତୋରଣ, ଝୋଟି ଓ ରଙ୍ଗୋଲି ପକାଇ ସଜାଯାଏ।
Loading...
ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଘରର ମୁଖ୍ୟ ଦ୍ୱାର ମୁହଁରେ ରଙ୍ଗୀନ ତୋରଣ, ଝୋଟି ଓ ରଙ୍ଗୋଲି ପକାଇ ସଜାଯାଏ।
ଆପଣ ଅନେକ ସମୟରେ ଅନେକ ଲୋକଙ୍କଠାରୁ ଶୁଣିବାକୁ ପାଇଥିବେ ଯେ ସେମାନେ ଭଲ ରୋଜଗାର କରୁଛନ୍ତି, କିନ୍ତୁ ସଞ୍ଚୟ କରିପାରୁ ନାହାନ୍ତି।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର ବ୍ୟକ୍ତିତ୍ୱ ଓ ସ୍ୱଭାବ ବିଷୟରେ ଜାଣିବାରେ ଅନେକ ଉପାୟ ଅଛି ।
ମଣିଷର ନିଃଶ୍ୱାସର ସଂଖ୍ୟା ସହ ୧୦୮ ମାଳିର ସାମଞ୍ଜସ୍ୟ ରହିଛି। ୨୪ ଘଣ୍ଟାରେ ଜଣେ ବ୍ୟକ୍ତି ୨୧ ହଜାର ଛଅ ଶହ ଥର ନିଃଶ୍ୱାସ ନେଇଥାଏ।
ବ୍ୟକ୍ତି ନିଜର ଜୀବନରେ ସଫଳତା ହାସିଲ୍ କରିବ କି ନାହିଁ ଏହା ତାର ରାଶିରୁ ଜଣା ପଡିଥାଏ , କିନ୍ତୁ ବ୍ୟକ୍ତିର ନାଁର ପ୍ରଥମ ଅକ୍ଷର ବି ବ୍ୟକ୍ତିର ବିଷୟରେ ବହୁତ କିଛି କହିଦେଇଥାଏ
ବ୍ୟକ୍ତି ନିଜର ଜୀବନରେ ସଫଳତା ହାସିଲ୍ କରିବ କି ନାହିଁ ଏହା ତାର ରାଶିରୁ ଜଣା ପଡିଥାଏ , କିନ୍ତୁ ବ୍ୟକ୍ତିର ନାଁର ପ୍ରଥମ ଅକ୍ଷର ବି ବ୍ୟକ୍ତିର ବିଷୟରେ ବହୁତ କିଛି କହିଦେଇଥାଏ
ଆମେ ଯେତେବେଳେ ଘରର ସାଜସଜ୍ଜା କରିଥାଉ, କେଉଁ ଜିନିଷ କେଉଁଠି ରହିବ ତାହା ଆଗରୁ ଭାବି ନେଇଥାଉ। ଅନେକ ବାସ୍ତୁ ଅନୁସାରେ ମଧ୍ୟ ଘରକୁ ସଜାଇଥାନ୍ତି।
ସାଧାରଣତଃ ଅଧିକାଂଶ ସମୟରେ ଆମେ ଶୋଇବା ପରେ ସ୍ବପ୍ନ ଦେଖିଥାଉ। ହେଲେ ଖୁବକମ୍ ଲୋକ ଏ ବିଷୟରେ ଅବଗତ ଯେ ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ଥାଏ।