Loading...

ଜାତକରେ ଶନିଦଶା ଥିଲେ, ଆପଣାନ୍ତୁ ଏହି ଉପାୟ

ଜାତକରେ ଶନିଦଶା ଥିଲେ, ଆପଣାନ୍ତୁ ଏହି ଉପାୟ

ଆପଣମାନେ ସମସ୍ତେ ଜାଣିଥିବେ କି ଶନି ଗ୍ରହ ଏକ ବଡ ଗ୍ରହ । ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଙ୍କ ଖରାପ ଦୃଷ୍ଟି ପଡେ ତାହାଲେ ସେହି ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଲାଗି ରହିଥାଏ ।

କଳାଜାଇ ଦିଏ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା, ଜାଣନ୍ତୁ କିପରି

କଳାଜାଇ ଦିଏ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା, ଜାଣନ୍ତୁ କିପରି

ଯଦି କୌଣସି ବ୍ୟକ୍ତିଙ୍କର ମଥାରେ କଳାଜାଇ ଅଛି, ତା’ହେଲେ ସେ ବୁଦ୍ଧିମାନ୍‌। ସେ କୌଣସି କଥାକୁ ବିନା ତର୍କରେ ଗ୍ରହଣ କରନ୍ତି ନାହିଁ। ତା’ ସହିତ ଏପରି ବ୍ୟକ୍ତିଙ୍କ ପାଖରେ କେବେ ଧନର ଅଭାବ ରହେ ନାହିଁ।

ଜାତକରୁ ଗ୍ରହଦୋଷ କାଟିଥାଏ ଲଙ୍କା, ଜାଣନ୍ତୁ କିପରି

ଜାତକରୁ ଗ୍ରହଦୋଷ କାଟିଥାଏ ଲଙ୍କା, ଜାଣନ୍ତୁ କିପରି

ବାସ୍ତୁଶାସ୍ତ୍ର ବିଶାରଦଙ୍କ ମତରେ କେବଳ ଲଙ୍କା ନୁହେଁ ଏଥିରେ ପ୍ରସ୍ତୁତ କିଛି ବ୍ୟଞ୍ଜନ ମଧ୍ୟ ଦାନ କରିପାରିବେ। କିନ୍ତୁ ମନେ ରଖନ୍ତୁ ଲଙ୍କାର ଅଧିକ ବ୍ୟବହାର କରିବା ଉଚିତ ନୁହେଁ। ଏହାକୁ ଆବଶ୍ୟକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଗ୍ରହମାନଙ୍କ ସ୍ଥିତି ମଜବୁତ୍‌ ହୋଇଥାଏ।

ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଜାଣନ୍ତୁ କିପରି

ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଜାଣନ୍ତୁ କିପରି

ଧରାପୃଷ୍ଟରେ ଯେଉଁମନେ ଜନ୍ମ ହୋଇଛନ୍ତି ତାଙ୍କ ମୃତ୍ୟୁ ଏକ ଅଟଳ ସତ୍ୟ । ମୃତ୍ୟୁ କବଳରୁ ଆଜିଯାଏଁ କେହି ବି ମୁକୁଳି ପାରିନାହାନ୍ତି । ଶାସ୍ତ୍ର ଅନୁସାରେ ମୃତ୍ୟୁ ମଣିଷରେ କର୍ମ ଉପରେ ନିର୍ଭର କରେ ।

ଚାଲିରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ

ଚାଲିରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ

ବହୁତ ଲୋକ ଏପରି ଥାନ୍ତି ଯେଉଁମାନେ କି ଚାଲିବା ବେଳେ କିଛି ଶବ୍ଦ ହୋଇନଥାଏ। ଏହି ଲୋକମାନେ ଜୀବନ ନିଜ ପାଇଁ ହିଁ ବଞ୍ଚିଥାନ୍ତି। ଏଥିପାଇଁ କିଛି ଲୋକ ଏମାନଙ୍କୁ ସ୍ୱାର୍ଥୀ ବୋଲି ମଧ୍ୟ କହିଥାନ୍ତି। ଆହୁରି ମଧ୍ୟ ଏହି ଲୋକଙ୍କ ମଧ୍ୟରେ ବହୁତ ଆତ୍ମବିଶ୍ୱାସ ଦେଖିବାକୁ ମିଳିଥାଏ।

ଧନଦାତ୍ରୀଙ୍କୁ ପ୍ରସନ୍ନ କରିବା ପାଇଁ ଘରେ ନିୟମିତ କରନ୍ତୁ ଏହି କାମ

ଧନଦାତ୍ରୀଙ୍କୁ ପ୍ରସନ୍ନ କରିବା ପାଇଁ ଘରେ ନିୟମିତ କରନ୍ତୁ ଏହି କାମ

ଯଦି ଆପଣଙ୍କ ଘରେ ସକରାତ୍ମକ ଶକ୍ତି ଅଧିକ ଥାଏ, ତେବେ ଘରର ସମସ୍ତ ସଦସ୍ୟଙ୍କ ମନ ସକରାତ୍ମକ ରହିବ ଏବଂ ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବ । ଏହାବ୍ୟତିତ ନକରାତ୍ମକ ଶକ୍ତି ବ୍ୟକ୍ତିଙ୍କ ଅସଫଳ କରାଇଥାଏ । ଏହାସହିତ ଧନ ହାନି ।

ଜାଣନ୍ତୁ ସନ୍ଧ୍ୟାପରେ କଣ ଦାନ କଲେ ମାଡିଆସେ ବିପଦ

ଜାଣନ୍ତୁ ସନ୍ଧ୍ୟାପରେ କଣ ଦାନ କଲେ ମାଡିଆସେ ବିପଦ

ଏପରି ବହୁ ଲୋକ ଅଛନ୍ତି, କୌଣସି ଉତ୍ସବକୁ ଯିବାର ଥିଲେ  ପାଖପଡ଼ୋଶୀ ତଥା ନିକଟ ସମ୍ପର୍କୀୟଙ୍କଠାରୁ ଭଲ ଡ୍ରେସ୍‌ ମାଗି ଆଣି ପିନ୍ଧି ଦେଇଥାନ୍ତି। ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅନ୍ୟର କପଡ଼ା, ଜୋତା, ଘଣ୍ଟା ଆଦି ପିନ୍ଧିବା ଉଚିତ ନୁହେଁ।