Loading...

ତିନୋଟି ଝାଡୁ ବଦଳାଇଦେଵ ଆପଣଙ୍କ ଭାଗ୍ୟ

ତିନୋଟି ଝାଡୁ ବଦଳାଇଦେଵ ଆପଣଙ୍କ ଭାଗ୍ୟ

ଲାଲ କିତାବ ଅନୁଯାୟୀ ଶୁଭ ଦିନରେ ଝାଡୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଶାସ୍ତ୍ର ଅନୁଯାୟୀ ରବିବାର କିମ୍ବା ସୋମବାର ତିନୋଟି ଝାଡୁ କିଣନ୍ତୁ।

ଆସନ୍ତୁ ଜାଣିବା ଆଇନା ବା ଦର୍ପଣ ଲଗାଇବାର ସଠିକ ଦିଗ ସମ୍ପର୍କରେ

ଆସନ୍ତୁ ଜାଣିବା ଆଇନା ବା ଦର୍ପଣ ଲଗାଇବାର ସଠିକ ଦିଗ ସମ୍ପର୍କରେ

ଦର୍ପଣ ସମ୍ବନ୍ଧୀୟ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହାକୁ ଶୟନ କକ୍ଷରେ ଲଗାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ବିଶ୍ୱାସର ଅଭାବ ଦେଖାଦିଏ ।

ରୋଷେଇ ଘରର ୧୦ଟି ମହତ୍ୱପୂର୍ଣ୍ଣ ବାସ୍ତୁ ନିୟମ

ରୋଷେଇ ଘରର ୧୦ଟି ମହତ୍ୱପୂର୍ଣ୍ଣ ବାସ୍ତୁ ନିୟମ

ରୋଷେଇ ଘରକୁ ବାସ୍ତୁ ଅନୁସାରେ ତିଆରି କରିବା ଜରୁରୀ ଅଟେ ଅନ୍ୟଥା ଏହା ରୋଗ,ଶୋକ ଅଥବା ଧନହାନୀର କାରଣ ହୋଇପାରେ।ଅସାନ୍ତୁ ଜାଣିବା ରୋଷେଇ ଘର ସମ୍ବନ୍ଧରେ ୧୦ଟି ଖାସ କଥା।