Loading...

ଆପଣଙ୍କୁ ସଫଳତା ଦେବ ବାସ୍ତୁର ଏହି ଉପାୟ

ଆପଣଙ୍କୁ ସଫଳତା ଦେବ ବାସ୍ତୁର ଏହି ଉପାୟ

ଯଦି କୌଣସି ଘରେ ବାସ୍ତୁ ଦୋଷ ରହିଥିବ ତେବେ ଆପଣ ଯେତେ ପରିଶ୍ରମ କଲେ ବି ସଫଳତା ହାସଲ ହେବ ନାହିଁ । କାରଣ ବାସ୍ତୁ ଦୋଷ ହିଁ କୌଣସି ସଫଳ କାର୍ଯ୍ୟ କରିବାକୁ ଦିଏ ନାହିଁ ।

ରାତିରେ ଶୋଇବା ସମୟରେ ଭୁଲରେ ବି ନିଜ ପାଖରେ ଏହିସବୁ ଜିନିଷ ରଖନ୍ତୁ ନାହିଁ

ରାତିରେ ଶୋଇବା ସମୟରେ ଭୁଲରେ ବି ନିଜ ପାଖରେ ଏହିସବୁ ଜିନିଷ ରଖନ୍ତୁ ନାହିଁ

ବାସ୍ତୁ ଶାସ୍ତ୍ର ଅନୁସାରେ ଖାସକରି କିଛି ଜିନିଷ ରାତ୍ରି ସମୟରେ ନିଜ ଠାରୁ ଦୂରରେ ରଖିବାର ଉପଦେଶ ଦିଆ ଯାଇଛି । ରାତ୍ରି ସମୟରେ କିଛି ଜିନିଷ ଏମିତି ଅଛି , ଯାହାକୁ କି ଶୋଇବା ସମୟରେ ନିଜ ପାଖରେ ରଖିବା ଉଚିତ ନୁହେଁ ।

ସକାଳୁ ଉଠିବା ପରେ ୨ ମିନିଟ୍ କରନ୍ତୁ ଧ୍ୟାନ

ସକାଳୁ ଉଠିବା ପରେ ୨ ମିନିଟ୍ କରନ୍ତୁ ଧ୍ୟାନ

ସ୍କୁଲ୍‌ କଲେଜ୍‌, ଅଫିସ୍‌ ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ସକାଳୁ ଯିବାର ଥିଲେ ଆପଣ ସକାଳୁ ଉଠି ଶୀଘ୍ର କାମ ସାରି ବାହାରି ଯାଆନ୍ତି। ସକାଳେ ପ୍ରାୟ ବହୁତ ଲୋକଙ୍କୁ ନିଜ ଶରୀର ପ୍ରତି ଧ୍ୟାନ ଦେବାକୁ ସମୟ ନ ଥାଏ।

ଧନର ମହାଯୋଗ ଆଣିଥାଏ ଦୁବ ଘାସ ତିଳକ, ଥରେ ଆପଣେଇ ଦେଖନ୍ତୁ

ଧନର ମହାଯୋଗ ଆଣିଥାଏ ଦୁବ ଘାସ ତିଳକ, ଥରେ ଆପଣେଇ ଦେଖନ୍ତୁ

ଧାର୍ମିକ ଗ୍ରନ୍ଥ ଏବଂ ପୁରାଣରେ ଦୁବ ଘାସକୁ ବହୁତ ଚମତ୍କାରୀକ ବୋଲି ଧରାଯାଏ। ଧଳା ଗାଈ କ୍ଷୀରରେ ଦୁବ ଘାସକୁ ମିଶାଇ ତିଳକ କରିବା ଦ୍ୱାରା ଧନର ଯୋଗ ରହିଥାଏ ତଥା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତି ହୋଇଥାଏ।

ଏସବୁ ସ୍ବପ୍ନ ଦେଖୁଛନ୍ତି କି? ତେବେ ଖୁବ୍‌ଶୀଘ୍ର ହୋଇପାରେ ଆପଣଙ୍କ ବିବାହ

ଏସବୁ ସ୍ବପ୍ନ ଦେଖୁଛନ୍ତି କି? ତେବେ ଖୁବ୍‌ଶୀଘ୍ର ହୋଇପାରେ ଆପଣଙ୍କ ବିବାହ

ସାଧାରଣତଃ ଅଧିକାଂଶ ସମୟରେ ଆମେ ଶୋଇବା ପରେ ସ୍ବପ୍ନ ଦେଖିଥାଉ। ହେଲେ ଖୁବକମ୍ ଲୋକ ଏ ବିଷୟରେ ଅବଗତ ଯେ ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ଥାଏ।

ଘରୁ ନେଗେଟିଭିଟି ଦୂର କରିବା ପାଇଁ ଘରେ ଲଗାନ୍ତୁ ୱିଣ୍ଡ୍‌ ଚାଇମ୍‌

ଘରୁ ନେଗେଟିଭିଟି ଦୂର କରିବା ପାଇଁ ଘରେ ଲଗାନ୍ତୁ ୱିଣ୍ଡ୍‌ ଚାଇମ୍‌

ଛୋଟ ଛୋଟ ଘଣ୍ଟିରେ ତିଆରି ହୋଇଥିବା ୱିଣ୍ଡ୍‌ ଚାଇମ୍ ଦେଖିବାକୁ ଖୁବ୍‌ ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ। ଯେ କେହି ପ୍ରଥମ ଦେଖାରେ ଏହା ପ୍ରେମରେ ପଡ଼ିଯାଏ। ଏହାକୁ ଘରର ମୁଖ୍ୟ ଦ୍ୱାର, ଅନ୍ୟ ଦ୍ୱାର ତଥା ଝରକାରେ ଲଗା ଯାଇଥାଏ। ଆଜି ଜାଣିବା ଏହାକୁ ଘରେ ଲଗାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ ।