ଆପଣଙ୍କୁ ସଫଳତା ଦେବ ବାସ୍ତୁର ଏହି ଉପାୟ
ଯଦି କୌଣସି ଘରେ ବାସ୍ତୁ ଦୋଷ ରହିଥିବ ତେବେ ଆପଣ ଯେତେ ପରିଶ୍ରମ କଲେ ବି ସଫଳତା ହାସଲ ହେବ ନାହିଁ । କାରଣ ବାସ୍ତୁ ଦୋଷ ହିଁ କୌଣସି ସଫଳ କାର୍ଯ୍ୟ କରିବାକୁ ଦିଏ ନାହିଁ ।
Loading...
ଯଦି କୌଣସି ଘରେ ବାସ୍ତୁ ଦୋଷ ରହିଥିବ ତେବେ ଆପଣ ଯେତେ ପରିଶ୍ରମ କଲେ ବି ସଫଳତା ହାସଲ ହେବ ନାହିଁ । କାରଣ ବାସ୍ତୁ ଦୋଷ ହିଁ କୌଣସି ସଫଳ କାର୍ଯ୍ୟ କରିବାକୁ ଦିଏ ନାହିଁ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଖାସକରି କିଛି ଜିନିଷ ରାତ୍ରି ସମୟରେ ନିଜ ଠାରୁ ଦୂରରେ ରଖିବାର ଉପଦେଶ ଦିଆ ଯାଇଛି । ରାତ୍ରି ସମୟରେ କିଛି ଜିନିଷ ଏମିତି ଅଛି , ଯାହାକୁ କି ଶୋଇବା ସମୟରେ ନିଜ ପାଖରେ ରଖିବା ଉଚିତ ନୁହେଁ ।
ସ୍କୁଲ୍ କଲେଜ୍, ଅଫିସ୍ ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ସକାଳୁ ଯିବାର ଥିଲେ ଆପଣ ସକାଳୁ ଉଠି ଶୀଘ୍ର କାମ ସାରି ବାହାରି ଯାଆନ୍ତି। ସକାଳେ ପ୍ରାୟ ବହୁତ ଲୋକଙ୍କୁ ନିଜ ଶରୀର ପ୍ରତି ଧ୍ୟାନ ଦେବାକୁ ସମୟ ନ ଥାଏ।
ଘରେ ଦୀପ ଜାଳିବାକୁ ଶୁଭ ବୋଲି ଧରାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଦୀପ ଜଳାଇବା ଦ୍ୱାରା ସୁଖ, ସମୃଦ୍ଧି ଏବଂ ଶାନ୍ତି ବଜାୟ ରହିଥାଏ।
ଧାର୍ମିକ ଗ୍ରନ୍ଥ ଏବଂ ପୁରାଣରେ ଦୁବ ଘାସକୁ ବହୁତ ଚମତ୍କାରୀକ ବୋଲି ଧରାଯାଏ। ଧଳା ଗାଈ କ୍ଷୀରରେ ଦୁବ ଘାସକୁ ମିଶାଇ ତିଳକ କରିବା ଦ୍ୱାରା ଧନର ଯୋଗ ରହିଥାଏ ତଥା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତି ହୋଇଥାଏ।
ସାଧାରଣତଃ ଅଧିକାଂଶ ସମୟରେ ଆମେ ଶୋଇବା ପରେ ସ୍ବପ୍ନ ଦେଖିଥାଉ। ହେଲେ ଖୁବକମ୍ ଲୋକ ଏ ବିଷୟରେ ଅବଗତ ଯେ ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ଥାଏ।
ଛୋଟ ଛୋଟ ଘଣ୍ଟିରେ ତିଆରି ହୋଇଥିବା ୱିଣ୍ଡ୍ ଚାଇମ୍ ଦେଖିବାକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ। ଯେ କେହି ପ୍ରଥମ ଦେଖାରେ ଏହା ପ୍ରେମରେ ପଡ଼ିଯାଏ। ଏହାକୁ ଘରର ମୁଖ୍ୟ ଦ୍ୱାର, ଅନ୍ୟ ଦ୍ୱାର ତଥା ଝରକାରେ ଲଗା ଯାଇଥାଏ। ଆଜି ଜାଣିବା ଏହାକୁ ଘରେ ଲଗାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ ।