ନ୍ୟୁଜ୍ ଡ୍ରାଇଭରମାନଙ୍କ ଆନ୍ଦୋଳନର ଫାଇଦା ଉଠାଉଛନ୍ତି ପରିବା ବ୍ୟବସାୟୀ, ଚଢା ଦରରେ ବି ମିଳୁନି ପରିବା 16 Mar, 2023 8 mins read 184 views ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଥିବା ବେଳେ ପରିବା ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏବେ ରାଜଧାନୀରେ ପନିପରିବା ଦର ଆକାଶଛୁଆଁ ହୋଇଛି।