ଭୀମସାରରେ ଏଚ୍ଆଇଭି ସଂକ୍ରମିତ ଉପକରଣରେ ଅନ୍ୟ ୧୨ ଜଣଙ୍କ ଅସ୍ତ୍ରୋପଚାର
ରାଜ୍ୟରେ ଏମିତି ଚାଲିଛି ସ୍ୱାସ୍ଥ୍ୟସେବା। ଏଚ୍ଆଇଭି ସଂକ୍ରମିତ ଉପକରଣରେ ଅନ୍ୟ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ଏଭଳି ଚିକିତ୍ସା କରାଯାଇଛି ବୁର୍ଲା ଭିମ୍ସାର୍ ଡାକ୍ତରଖାନାରେ। ସୂଚନା ଅନୁସାରେ, ସୋମବାର ଦିନ...