Tag : virat kohil slams 21st test century

SPORTS

୨୧ ତମ ଶତକ ହାସଲ କଲେ : ବିରାଟ କୋହଲି

ENO Beuro
ସେଞ୍ଚୁରିଆନରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନରେ ଖେଳ ଆରମ୍ଭ ହେବାର କିଛି ସମୟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ୟାରିୟରରେ ୨୧ ତମ ଶତକ ହାସଲ କରିଛନ୍ତି। କୋହଲିଙ୍କ ଏହି