Loading...

ଖଣ୍ଡଗିରି ମାଘମେଳାରେ ଆଜିଠୁ ବିଶ୍ୱଶାନ୍ତି ଯଜ୍ଞ

ଖଣ୍ଡଗିରି ମାଘମେଳାରେ ଆଜିଠୁ ବିଶ୍ୱଶାନ୍ତି ଯଜ୍ଞ

କରୋନା କଟକଣା ଯୋଗୁ ଏଥର ଫିକା ପଡ଼ିଛି ଖଣ୍ଡଗିରି ମାଘମେଳା । ଏଥର ଖଣ୍ଡଗିରି ମେଳାରେ ଜମିଲାନି ଭିଡ଼ । ପୂର୍ବରୁ ବିଶ୍ୱଶାନ୍ତି ଯଜ୍ଞ ପାଇଁ ଶହ ଶହ ସଂଖ୍ୟାରେ ସାଧୁ ଆସୁଥିଲେ ।