Tag : vitamins

LIFESTYLE

ଖାଲି ପେଟରେ ପିଅନ୍ତୁ କିସ୍‌ମିସ ପାଣି, ମିଳିବ ଅନେକ ଫାଇଦା

ENO Beuro
ଡ୍ରାଏ ଫ୍ରୁଟ୍‌ସ ମଧ୍ୟରୁ କିସ୍‌ମିସ ଅନ୍ୟତମ। ଅଙ୍ଗୁରକୁ ଶୁଖାଯାଇ ଏହା ତିଆରି ହୋଇଥାଏ। ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ତେବେ ଆସନ୍ତୁ ଜାଣିବା କିସ୍‌ମିସକୁ ପାଣିରେ ଭିଜାଇ ପିଈବା ଦ୍ଵାରା କଣ