Loading...

ଓଡିଶାରେ ନୂଆ ଭୋଟର ତାଲିକାରେ ସାମିଲ ହେଲେ ୫ ଲକ୍ଷରୁ ଅଧିକ ଭୋଟର

ଓଡିଶାରେ ନୂଆ ଭୋଟର ତାଲିକାରେ ସାମିଲ ହେଲେ ୫ ଲକ୍ଷରୁ ଅଧିକ ଭୋଟର

ରାଜ୍ୟରେ ବଢିଛି ଭୋଟର ସଂଖ୍ୟା । 2024 ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ କାମ ସାରିଛି। ଓଡିଶାରେ ନୂଆ ଭୋଟର ତାଲିକାରେ ସାମିଲ ହେଲେ ୫ ଲକ୍ଷରୁ ଅଧିକ ଭୋଟର।

ଆସୁଛି ନିର୍ବାଚନ, ଭୋଟର ତାଲିକା ସଂଶୋଧନ ପାଇଁ ତତ୍ପରତା

ଆସୁଛି ନିର୍ବାଚନ, ଭୋଟର ତାଲିକା ସଂଶୋଧନ ପାଇଁ ତତ୍ପରତା

ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ-୨୦୨୪ ଚଳିତ ମାସ ୨୭ ତାରିଖରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆସନ୍ତା ୨୮ ତାରିଖରେ ‘ପଥ ଉତ୍ସବ’ ଅନୁଷ୍ଠିତ ହେବ ।