Tag : wall

News

ଡ୍ରେନ ଖୋଳାବେଳେ ଭୁଶୁଡିଲା କାନ୍ଥ,୩ ଗୁରୁତର

ENO Beuro
ନୂଆପଲ୍ଲି ଥାନା ପାଇକନଗର ୪୮ ନମ୍ବର ୱାର୍ଡ ଜଳେଶ୍ଵର କଲୋନୀରେ ଡ୍ରେନ ଖୋଳା ଚାଲିଥିବା ବେଳେ ଏକ କାନ୍ଥ ଭୁଶୁଡି ପଡିଥିଲା। ଏଥିରେ ଜଣେ ମହିଳା ସମେତ ତିନିଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।