Tag : washing chicken dangerous

LIFESTYLE

ଚିକେନ୍‌ ଧୋଇବା ବିପଦ, ଜାଣନ୍ତୁ ଏହାର କାରଣ

Ratnamani Moharana
ଅଧିକାଂଶ ଲୋକ ରୋଷେଇ କରିବା ପୂର୍ବୁରୁ ଚିକେନ୍‌କୁ ଧୋଇ ଥାଆନ୍ତି । ପରେ ଏଥିରେ ତେଲ ମସଲା କିମ୍ବା ଲୁଣ ହଲଦୀ ଗୋଳାଇ ଥାଆନ୍ତି । ମାତ୍ର ଚିକେନ୍‌କୁ ଧୋଇବା ସମୟରେ ଆପଣ ସାବଧାନତା