Tag : weather forecast

News

ଅବପାତ ରୂପ ନେଲା ଲଘୁଚାପ,ଆହୁରି ୨ଦିନ ବର୍ଷିବ

ENO Beuro
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଓ୍ଵଲ ମାର୍କଡ୍‌ ଲୋ ପ୍ରେସର ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି।ଏହା ପ୍ରଭାବରେ ଓଡ଼ିଶାର ଉପକୂଳ ବର୍ଷାର ଆରମ୍ଭ ହୋଇ ଯାଇଛି।