Loading...

କାଲିଠୁ କମିବ ତାପମାତ୍ରା ବଢିବ ଶୀତ

କାଲିଠୁ କମିବ ତାପମାତ୍ରା ବଢିବ ଶୀତ

ଦୁଇଦିନ ହେବ ରାଜ୍ୟରେ କୋହଲା ପାଗ ଲାଗି ରହିଛି। ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

ମାଣ୍ଡୋସ୍‌ର ପ୍ରଭାବ, ଆଜି ଓଡ଼ିଶାର ୭ ଜିଲ୍ଲାରେ ବର୍ଷା ସମ୍ଭାବନା

ମାଣ୍ଡୋସ୍‌ର ପ୍ରଭାବ, ଆଜି ଓଡ଼ିଶାର ୭ ଜିଲ୍ଲାରେ ବର୍ଷା ସମ୍ଭାବନା

ଆଜି ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ।