Loading...

ରାଜ୍ୟରେ ବଦଳିବ ପାଣିପାଗ, କମିବ ଶୀତ

ରାଜ୍ୟରେ ବଦଳିବ ପାଣିପାଗ, କମିବ ଶୀତ

ରାଜ୍ୟକୁ ଆଉ ଶୀତ ଫେରିବନି। ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି। ବର୍ତ୍ତମାନ ରାତିର ତାପମାତ୍ରା ସ୍ୱାଭାବିକଠାରୁ କମ୍‍ ରହୁଥିଲେ ମଧ୍ୟ ଶୀତର ପ୍ରକୋପ କମିଯାଇଛି। ଅନ୍ୟପଟେ ଦିନର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।